ADS

୨୦୧୫ ମସିହାରେ ଅନୁଷ୍ଠିତ ହେଉଥିବା ନବକଳେବରର କାର୍ଯ୍ୟସୂଚୀ

୨୯ ମାର୍ଚ୍ଚ ୨୦୧୫, ରବିବାର: ବନଯାଗ ଯାତ୍ରା ଆରମ୍ଭ, ଜଗନ୍ନାଥ ବଲ୍ଲଭ ମଠରେ ରହଣୀ[୬]
୩୦ ମାର୍ଚ୍ଚ ୨୦୧୫, ସୋମବାର: ବିଳମ୍ବିତ ରାତିରେ ଦଇତାପତିମାନେ ଜଗନ୍ନାଥ ବଲ୍ଲଭ ମଠରୁ ଦେଉଳି ମଠ ଅଭିମୁଖେ ଯାତ୍ରା କୋଣାର୍କ କିମ୍ବା ରାମଚଣ୍ଡୀରେ ରାତ୍ରୀଯାପନ
୧ ଅପ୍ରେଲ ୨୦୧୫, ବୁଧବାର: ନରୁଆ ଶଙ୍କରେଶ୍ଵର ମନ୍ଦିରରେ ରାତ୍ରିଯାପନ
୨ ଅପ୍ରେଲ ୨୦୧୫, ଗୁରୁବାର: ଦେଉଳି ମଠରେ ରାତ୍ରିଯାପନ
୩ ଅପ୍ରେଲ ୨୦୧୫, ଗୁରୁବାର: କାକଟପୁର ମା'ମଙ୍ଗଳାଙ୍କ ପାରମ୍ପରିକ ପୂଜାର୍ଚ୍ଚନା
୪ ଅପ୍ରେଲ- ୧୭ ମଇ: ଦାରୁ ଅନ୍ଵେଷନ ଓ ଆନୟନ
୨୯ ମଇ ୨୦୧୫, ଶୁକ୍ରବାର: ରୁକ୍ମିଣୀ ହରଣ ଏକାଦଶୀ
୩୦ ମଇ ୨୦୧୫, ଶନିବାର: ଚମ୍ପକ ଦ୍ଵାଦଶୀ
୩୧ ମଇ ୨୦୧୫, ରବିବାର: ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ
୧ ଜୁନ ୨୦୧୫, ସୋମବାର: ଚତୁର୍ଥୀ ହୋମ ଓ ସେନାପଟ୍ଟା ଲାଗି
୨ ଜୁନ ୨୦୧୫, ମଙ୍ଗଳବାର: ଦେବସ୍ନାନ ପୂର୍ଣ୍ଣିମା,
୩ ଜୁନ ୨୦୧୫, ବୁଧବାର: ମହାଅଣସର ଆରମ୍ଭ
୫ ଜୁନ - ୧୫ ଜୁନ ୨୦୧୫: ଶ୍ରୀ ଦାରୁବିଗ୍ରହ ଗଠନ ଓ ଯଜ୍ଞ
୧୫ ଜୁନ ୨୦୧୫, ବୁଧବାର: ଗଜପତି ମହାରାଜାଙ୍କ ଦ୍ଵାରା ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ, ଶ୍ରୀ ନୃସିଂହ ଠାକୁରଙ୍କ ବାହୁଡା ବିଜେ, ବିଳମ୍ବିତ ରାତ୍ରରେ ବ୍ରହ୍ମ ସ୍ଥାନାନ୍ତର, ପାତାଳୀ ଲୀଳା
୨୫ ଜୁନ ୨୦୧୫: ଦଇତାପତି ସେବକ ମାନେ ମାର୍କଣ୍ଡ ପୁଷ୍କରଣୀରେ ଦଶା ଖଟିବେ, ଲକ୍ଷେ ଲୋକ ମହାପ୍ରସାଦ ସେବନ କରିବେ
୧୧ ଜୁଲାଇ ୨୦୧୫, ଶନିବାର: ଚକାବିଜେ
୧୨ ଜୁଲାଇ ୨୦୧୫, ରବିବାର: ଖଳିଲାଗି ଏକାଦଶୀ
୧୬ ଜୁଲାଇ ୨୦୧୫, ଗୁରୁବାର: ନେତ୍ରୋତ୍ସବ
୧୭ ଜୁଲାଇ ୨୦୧୫, ଶୁକ୍ରବାର: ଉଭାଯାତ୍ରା, ନବଯୌବନ ଦର୍ଶନ
୧୮ ଜୁଲାଇ ୨୦୧୫, ଶନିବାର: ଗୁଣ୍ଡିଚା ଯାତ୍ରା
୨୨ ଜୁଲାଇ ୨୦୧୫, ବୁଧବାର: ହେରାପଞ୍ଚମୀ
୨୩ ଜୁଲାଇ ୨୦୧୫, ଗୁରୁବାର: ରଥ ଦକ୍ଷିଣ ମୋଡ଼
୨୫ ଜୁଲାଇ ୨୦୧୫, ଶନିବାର: ସଂଧ୍ୟା ଦର୍ଶନ
୨୬ ଜୁଲାଇ ୨୦୧୫, ରବିବାର: ବାହୁଡ଼ା ଯାତ୍ରା
୨୭ ଜୁଲାଇ ୨୦୧୫, ସୋମବାର: ବଡ଼ତଢାଉ ସୁନାବେଶ
୨୮ ଜୁଲାଇ ୨୦୧୫, ମଙ୍ଗଳବାର: ଅଧର ପଣା ନୀତି
୩୦ ଜୁଲାଇ ୨୦୧୫, ଗୁରୁବାର: ନିଳାଦ୍ରୀ ବିଜେ


No comments:
Write comments

Recommended Posts × +